A PHP Error was encountered

Severity: Warning

Message: session_start(): Failed to decode session object. Session has been destroyed

Filename: Session/Session.php

Line Number: 143

Backtrace:

File: /home/grktapf/public_html/application/core/MY_Controller.php
Line: 13
Function: __construct

File: /home/grktapf/public_html/application/controllers/Index.php
Line: 11
Function: __construct

File: /home/grktapf/public_html/index.php
Line: 315
Function: require_once

କାର୍ଯ୍ୟକ୍ରମର ପ୍ରୟୋଗ

ରାଜ୍ୟ ସ୍ତରରେ ମଧ୍ୟ ଏହି ପ୍ରୋଗ୍ରାମର ତତ୍ୱାବଧାନ ପାଇଁ ଏକ ପର୍ଯ୍ୟବେକ୍ଷଣ-ସହିତ-ତତ୍ୱାବଧାନ କମିଟି ଗଠନ କରାଯାଇଛି।  ଏକ ନୋଡାଲ ବିଭାଗ ମଧ୍ୟ ଦାୟିତ୍ୱ ନେବା ପାଇଁ ଅଧିକୃତ ହୋଇଛି। ପ୍ରଚଳନ କରୁଥିବା ପ୍ରକୋଷ୍ଠଗୁଡିକ ନୋଡାଲ ବିଭାଗ ଦ୍ୱାରା ଆୟୋଜନ କରାଯାଇଥାଏ ଏବଂ ପ୍ରତ୍ୟେକ ଜିଲ୍ଲାରେ ଜଣେ ଅଧିକାରୀ ନିଯୁକ୍ତ ହୋଇଥାନ୍ତି ଏବଂ ବ୍ଲକ ସ୍ତରରେ ଏହି କାର୍ଯ୍ୟକ୍ରମର ଉପଯୁକ୍ତ ପ୍ରଚଳନ ଉପରେ ନଜର ରଖିଥାନ୍ତି।

ଏହି ପ୍ରୋଗ୍ରାମର ତତ୍ୱାବଧାନ କରିବା ପାଇଁ, ଏହାର ପ୍ରଭାବର ଆକଳନ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନୀତି ପରାମର୍ଶ ପ୍ରଦାନ କରିବା ପାଇଁ ଏକ ଜାତୀୟ ପର୍ଯ୍ୟବେକ୍ଷଣ-ସହିତ-ତତ୍ୱାବଧାନ କମିଟି ଗଠନ କରାଯାଇଛି। କେନ୍ଦ୍ରୀୟ ସହାୟତା ସବସିଡି ଆକାରରେ ପ୍ରୋଗ୍ରାମ ଅନୁମୋଦନ ବୋର୍ଡ ଦ୍ୱାରା ଏହି କମିଟିର ବାର୍ଷିକ କାର୍ଯ୍ୟ ଯୋଜନା ଦାଖଲ କ୍ରମେ ମଞ୍ଜୁର କରାଯାଇଥାଏ।

ଆମ୍ଭେମାନେ ମଧ୍ୟାହ୍ନ ଭୋଜନ ପ୍ରୟୋଗ କରିବା ସମୟରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ସହିତ ଏକାଠି କାର୍ଯ୍ୟ କରିଥାଉ। ଯେତେବେଳେ କି କେନ୍ଦ୍ର ସରକାର କାର୍ଯ୍ୟରେ ଅନୁସରଣ କରିବା ପାଇଁ ନିର୍ଦ୍ଦେଶନାମା ଜାରୀ କରିଥାନ୍ତି ଓ ରାଜ୍ୟ ସରକାର ଏହାକୁ କାର୍ଯ୍ୟକାରୀ କରିଥାନ୍ତି। ଅବଶ୍ୟ କେତେକ ରାଜ୍ୟ କେନ୍ଦ୍ରର ନିର୍ଦ୍ଦେଶନାମାଠାରୁ ଭିନ୍ନ ନିର୍ଦ୍ଦେଶନାମା ଜାରୀ କରିଛନ୍ତି।

ଯେଉଁସ୍ଥାନରେ ପ୍ରାଥମିକ ଶିକ୍ଷା ଏହି ପଞ୍ଚାୟତ/ସହର ସ୍ଥାନୀୟ ନିକାୟ ଦାୟିତ୍ୱରେ ରହିଥାଏ ସେହି ରାଜ୍ୟଗୁଡିକରେ ପଞ୍ଚାୟତ/ସହର ସ୍ଥାନୀୟ ନିକାୟ ଉପରେ ଏହି ଦାୟିତ୍ୱ ନ୍ୟସ୍ତ ହୋଇଥାଏ।

ପାଣ୍ଠିର ପ୍ରବାହ

 

ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ହେଉଛନ୍ତି କେନ୍ଦ୍ର ସରକାରଙ୍କ ତରଫରୁ ରାଜ୍ୟକୁ ପାଣ୍ଠି ମଞ୍ଜୁର କରିବା ପାଇଁ ଏବଂ ଖାଦ୍ୟ ଶସ୍ୟ ଯୋଗାଣ ପାଇଁ (କେନ୍ଦ୍ରୀୟ ସହାୟତା) ନୋଡାଲ ଏଜେନ୍ସି।

ଖାଦ୍ୟ ଶସ୍ୟର ପ୍ରବାହ

ଚିତ୍ରର ସୌଜନ୍ୟ: ଯୋଜନା କମିଶନ, ଭାରତ ସରକାର

Read More

Share this post

whatsapp

Note : "This site is best viewed in IE 9 and above, Firefox and Chrome"

`