ଅଡିଟ ଏବଂ ବ୍ୟବସ୍ଥାଗୁଡିକ
ଆମେ ବିଶ୍ୱାସ କରୁଛୁ ଯେ, ସୁପରିଚାଳନର ଚାବିକାଠି ହେଉଛି ଆଭ୍ୟନ୍ତରୀଣ ନିୟନ୍ତ୍ରଣଏବଂ ତେଣୁକରି ସ୍ୱଚ୍ଛତାର ସର୍ବୋଚ୍ଚ ମାନାଙ୍କ ପୂରଣ କରିବା ସୁନିଶ୍ଚିତ କରିଛୁ ଓ କଡାକଡି ବ୍ୟବସ୍ଥା ଗ୍ରହଣ କରୁଛୁ।
ଅନୁଷ୍ଠାନର ଆଭ୍ୟନ୍ତରୀଣ ନିୟନ୍ତ୍ରଣ ଉପାଦେୟତା ସୁନିଶ୍ଚିତ କରିବା ପାଇଁ ଏହି ଅନୁଷ୍ଠାନ ଏକ ସ୍ୱନାମଧନ୍ୟ ଚାଟାର୍ଡ ଆକାଉଣ୍ଟାଣ୍ଟ ଫାର୍ମକୁ ଶାଖା ଅଡିଟର ଭାବରେ ନିଯୁକ୍ତ କରିଅଛି। ଏହି ଶାଖା ଅଡିଟରବୃନ୍ଦ ସେମାନଙ୍କର ଯଥାର୍ଥ ଶାଖାର ଅଡିଟ ହୋଇଥିବା ରିପୋର୍ଟଗୁଡିକ ସାମୟିକ ବ୍ୟବଧାନରେ ମ୍ୟାନେଜମେଣ୍ଟ ନିକଟରେ ଦାଖଲ କରିଥାନ୍ତିା ତାହା ପରେ ଏହି ରିପୋର୍ଟଗୁଡିକ ଅନୁଷ୍ଠାନର ଅଡିଟ ବିଭାଗ ମାଧ୍ୟମରେ ଅଡିଟ କମିଟି ଦ୍ୱାରା ସମୀକ୍ଷା କରାଯାଇଥାଏ।
ଏକ ଉପାଦେୟ ଆଭ୍ୟନ୍ତରୀଣ ନିୟନ୍ତ୍ରଣ ପରିବେଶ ସୃଷ୍ଟି କରିବା ପାଇଁ ଏହି ଅଡିଟ କମିଟି ହେଉଛି ଟ୍ରଷ୍ଟିବୋର୍ଡର ଏକ ଉପକମିଟି।
ଭି. ବାଳକୃଷ୍ଣନ - ଅଧ୍ୟକ୍ଷ
ରାମଦାସକାମତ - ସଦସ୍ୟ
ରାଜ କୋଣ୍ଡୁର- ସଦସ୍ୟ
The Akshaya Patra Foundation © 2015 Website Designed & Maintenance By Creative Yogi
