ଟ୍ରଷ୍ଟିବୋର୍ଡ
ଏହି Akshaya Patra ପ୍ରତିଷ୍ଠାନ (ଟିଏପିଏଫ୍) ହେଉଛି ଏକ ସାର୍ବଜନୀନ, ଦାତବ୍ୟ, ଧର୍ମନିରପେକ୍ଷ ଟ୍ରଷ୍ଟ ଯାହାକି ବାଙ୍ଗାଲୋରେ ପଞ୍ଜିକୃତ ହୋଇଛିା ଏହି ଟ୍ରଷ୍ଟିବୋର୍ଡରେ ଅଛନ୍ତି ଇସକନ ବାଙ୍ଗାଲୋରର ମିସନାରୀବୃନ୍ଦ, କର୍ପୋରେଟ ପେସାଦାର ବୃନ୍ଦ ଏବଂ ଉଦ୍ୟୋଗପତିମାନେ।
ନିମ୍ନରେ ଆନୁଷ୍ଠାନିକ ଗଠନ ଦିଆଯାଇଛି ଯାହାକି ସୁବର୍ଣ୍ଣିତ ପ୍ରକ୍ରିୟା ମାଧ୍ୟମରେ ଅନୁଷ୍ଠାନ ସୂଚାରୁରୂପରେ କାର୍ଯ୍ୟ କରିବାରେ ସାହାଯ୍ୟ କରିଥାଏ।
ବୋର୍ଡର ଗଠନ
Akshaya Patra ରେ, ଆମର ଦୃଢ଼ ବିଶ୍ୱାସ ଯେ, ଯେକୌଣସି ସ୍ୱେଚ୍ଛାସେବୀ ସଂଗଠନ ପାଇଁ ଆବଶ୍ୟକ ମୂଳଦୁଆ ହେଉଛି ସୁପ୍ରଶାସନ ଏବଂ ନୈତିକତା। ଏହାକୁ ଦୃଷ୍ଟିରେ ରଖି, ଏହି ପ୍ରତିଷ୍ଠାନ ବୋର୍ଡର ଟ୍ରଷ୍ଟିମାନେ ପ୍ରତିଷ୍ଠାନର ସୁପରିଚାଳନା ଓ କାର୍ଯ୍ୟକାରିତା ସୁନିଶ୍ଚିତ କରିବାରେ ପ୍ରାଥମିକ ଭୂମିକା ଗ୍ରହଣ କରିଥାନ୍ତି।
ଏହି ପ୍ରତିଷ୍ଠାନର ବୋର୍ଡ, ଟ୍ରଷ୍ଟିବୋର୍ଡ ଏବଂ ଉପଦେଷ୍ଟା ବୋର୍ଡକୁ ନେଇ ଗଠିତ। ବର୍ତ୍ତମାନ ଏହି ପ୍ରତିଷ୍ଠାନର ବୋର୍ଡରେ ଆଠଜଣ ଟ୍ରଷ୍ଟି ଏବଂ ସାତଜଣ ଉପଦେଷ୍ଟା ଅଛନ୍ତି।
The Akshaya Patra Foundation © 2015 Website Designed & Maintenance By Creative Yogi
